ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅବୁଝା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅବୁଝା   ବିଶେଷଣ

ଅର୍ଥ : ଯାହା ସହଜରେ ବୁଝିହୁଏନାହିଁ

ଉଦାହରଣ : ଏ କ୍ଳିଷ୍ଟ ପହଳି କିଏ ବୁଝାଇବ ?

जो पूरी तरह से या आसानी से समझ में न आए।

जीवन एक अनबूझ पहेली है।
अनबूझ

Not fully understood.

An uncomprehended mystery.
uncomprehended

ଅର୍ଥ : ଯେ ବୁଝିପାରେ ନାହିଁ

ଉଦାହରଣ : ଶିକ୍ଷୟତ୍ରୀ ଅବୁଝା ପିଲାଙ୍କୁ ପୁଣିଥରେ ପଢାଇବେ

ଅର୍ଥ : ଅବୁଝା ହେବା

ଉଦାହରଣ : ମା ଅବୁଝା ପିଲାକୁ ବୁଝାଉଥିଲେ

ସମକକ୍ଷ : ପରାଙ୍‌ମୁଖ, ବିମୁଖ

मुँह फेरा हुआ।

माँ विमुख बच्चे को दुलार रही थी।
परांग्मुख, विमुख

ଅର୍ଥ : ଯେ ବୁଝିପାରେ ନାହିଁ

ଉଦାହରଣ : ମୁଁ ଅବୁଝା ଛାତ୍ରମାନଙ୍କୁ ବୁଝାଇ ବୁଝାଇ ଥକିଗଲି

ସମକକ୍ଷ : ଅଣବୁଝା

जो समझ न आया हो।

शिक्षिका अनसमझे पाठों को पुनः पढ़ाएँगी।
अनसमझ, अनसमझा, अबूझा

जिसने न समझा हो।

मैं बेसमझ छात्रों को समझाते-समझाते थक गई।
अनसमझ, अनसमझा, नासमझ, बेसमझ

Not understood.

Should not tamely submit to the unpredictable and ununderstood cycles of wars.
ununderstood

ଅର୍ଥ : ଯାହା ସ୍ପଷ୍ଟ ଭାବରେ କୁହାଯାଇନାହିଁ

ଉଦାହରଣ : ଯୁଝିଷ୍ଟିରଙ୍କ ଅସ୍ପଷ୍ଟ ବାକ୍ୟ ଗୁରୁ ଦ୍ରୋଣଙ୍କପାଇଁ ପ୍ରାଣ ଘାତକ ସିଦ୍ଧ ହେଲା

ସମକକ୍ଷ : ଅସ୍ପଷ୍ଟ, କ୍ଷୀଣ

जो स्पष्ट न कहा गया हो।

युधिष्ठिर के अभ्यनुक्त वाक्य गुरु द्रोण के लिए प्राणघातक सिद्ध हुए।
अभ्यनुक्त