ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଧୂଳିରେ ଭରି ହୋଇଥିବା
ଉଦାହରଣ : ଧୂମାଳ ଆସିବା ମାତ୍ରେ ହିଁ ସାରା ବାତାବରଣ ଧୂଳିମୟ ହୋଇଗଲା
ସମକକ୍ଷ : ଧୁଳିଧୂସରିତ, ଧୂଳିମୟ, ଧୂସରିତ
धूल से भरा हुआ।
Covered with a layer of dust.
ଅର୍ଥ : ମାଟି ରଙ୍ଗର
ଉଦାହରଣ : ଡାକବାଲା,ପୋଲିସ ଆଦି କର୍ମଚାରୀଙ୍କ ପୋଷାକ ମାଟିଆ ରଙ୍ଗର
ସମକକ୍ଷ : ଖାକି, ମାଟିଆ
मिट्टी के रंग का।
Of a yellowish brown color.
ଅର୍ଥ : ଧୂସର ରଙ୍ଗର
ଉଦାହରଣ : ଶ୍ୟାମାର ହାତରେ ଧୂସର ରଙ୍ଗର ରୁମାଲ ଅଛି
ସମକକ୍ଷ : ପାଉଁସିଆ
स्लेट के रंग का।
Of the color of slate or granite.
ଅର୍ଥ : ସ୍ପଷ୍ଟ ଦେଖା ଯାଉ ନ ଥିବା
ଉଦାହରଣ : ସାମନାର ଦୃଶ୍ୟ ଝାପ୍ସା ଦିଶୁଛି
ସମକକ୍ଷ : ଅସ୍ପଷ୍ଟ, ଝାପସା, ଧୂମାଳ
स्पष्ट न दिखाई देने वाला।
Indistinct or hazy in outline.
ସଂସ୍ଥାପନ କରନ୍ତୁ