ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଛିନ୍ନଛତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଛିନ୍ନଛତ୍ର   ବିଶେଷଣ

ଅର୍ଥ : ଯାହା ଏଣେତେଣେ ବିଛେଇ ହୋଇଛି ବା ହୋଇଯାଇଛି

ଉଦାହରଣ : ଛିନଛତ୍ର ହୋଇଯାଇଥିବା ଭିଡ଼କୁ ପଂକ୍ତିବଦ୍ଧ ହେବାପାଇଁ କୁହାଗଲା

ସମକକ୍ଷ : ଅସ୍ତବ୍ୟସ୍ତ, ଛିନ୍ନଭିନ୍ନ

जो इधर-उधर फैला हुआ हो या हो गया हो।

तितर-बितर भीड़ को पंक्तिबद्ध होने के लिए कहा गया।
अव्यवस्थित, अस्त-व्यस्त, अस्तव्यस्त, छिन्न-भिन्न, तितर-बितर, बेतरतीब