ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅସନ୍ତୁଷ୍ଟି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅସନ୍ତୁଷ୍ଟି   ବିଶେଷ୍ୟ

ଅର୍ଥ : ଉଦାସ ହେବା ବା କୌଣସି କାମରେ ମନ ନଲାଗିବାର ଅବସ୍ଥା ବା ଭାବ

ଉଦାହରଣ : ସେ ଭାରି ଉଦାସ ଦେଖାଯାଉଛି

ସମକକ୍ଷ : ଅନ୍ୟମନସ୍କତା, ଅପ୍ରସନ୍ନତା, ଉଦାସ, ଉଦାସତା, ଉଦାସୀନତା

Emotions experienced when not in a state of well-being.

sadness, unhappiness

ଅର୍ଥ : ତୃପ୍ତି ନହେବାର ଅବସ୍ଥା ବା ଭାବ

ଉଦାହରଣ : ଭଗବାନ ବୁଦ୍ଧଙ୍କୁ ମନର ଅତୃପ୍ତିକୁ ଦୂର କରିବାର ଉପାୟ ଆନନ୍ଦ ପଚାରିଲେ

ସମକକ୍ଷ : ଅତୁଷ୍ଟି, ଅତୃପ୍ତି, ଅସନ୍ତୋଷ

तृप्ति न होने की अवस्था या भाव।

आनंद ने भगवान बुद्ध से मन की अतृप्ति को दूर करने का उपाय पूछा।
अतुष्टी, अतृप्ति, अपरितोष, अशांति, अशान्ति, असंतुष्टि, असंतोष, असन्तुष्टि, असन्तोष, वत

The feeling of being displeased and discontent.

He was never slow to express his dissatisfaction with the service he received.
dissatisfaction