ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅବିଶୁଦ୍ଧତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅବିଶୁଦ୍ଧତା   ବିଶେଷ୍ୟ

ଅର୍ଥ : ବିଶୁଦ୍ଧ ନହେବା ଅବସ୍ଥା ବା ଭାବ

ଉଦାହରଣ : ମୁଁ ବଜାରରୁ ଅଶୁଦ୍ଧ ଖାଇବା ଜିନିଷ କିଣିବାକୁ ଚାହୁଁନାହିଁ, କିନ୍ତୁ କିଣିବାକୁ ବାଧ୍ୟ

ସମକକ୍ଷ : ଅଶୁଦ୍ଧତା, ମିଶା

विशुद्ध न होने की अवस्था या भाव।

अशुद्धता के कारण मैं बाज़ार से खाद्य वस्तुएँ नहीं खरीदना चाहता,पर क्या करूँ मज़बूरी है।
अविशुद्धता, अशुद्धता

The condition of being impure.

impureness, impurity