ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଳଙ୍କରଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଳଙ୍କରଣ   ବିଶେଷ୍ୟ

ଅର୍ଥ : ଶୃଙ୍ଗାର କରିବା ବା ସଜାଇବାର ପ୍ରକ୍ରିୟା

ଉଦାହରଣ : କୃଷ୍ଣଙ୍କଦ୍ୱାରା ରାଧାଙ୍କ ପ୍ରସାଧନ ହେବା ପରେ କାବ୍ୟ ସମାପ୍ତ ହୋଇଯାଉଛି

ସମକକ୍ଷ : ପ୍ରସାଧନ, ବେଶବିନ୍ୟାସ

शृंगार करने या सजाने की क्रिया।

कृष्ण द्वारा राधा के प्रसाधन के बाद काव्य समाप्त हो जाता है।
अभिमंडन, अभिमण्डन, प्रसाधन, सँवारना, सजाना

ଅର୍ଥ : ସୁନ୍ଦର କରିବା ବା ସଜାଇବାପାଇଁ ଯାହା ପ୍ରୟୁକ୍ତ

ଉଦାହରଣ : ଅଳଙ୍କାରରେ ଏହି ମୂର୍ତ୍ତିକୁ ବିଭୂଷିତ କର

ସମକକ୍ଷ : ଅଳଙ୍କାର

वह जो सुन्दर बनाने या सजाने के लिए प्रयुक्त होता हो।

अलंकारों से इस मूर्ति को विभूषित करो।
अलंकरण, अलंकार, अलङ्कार, सजावट, सजावटी वस्तु

Something used to beautify.

decoration, ornament, ornamentation