ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଳଙ୍କାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଳଙ୍କାର   ବିଶେଷ୍ୟ

ଅର୍ଥ : ସୁନ୍ଦର କରିବା ବା ସଜାଇବାପାଇଁ ଯାହା ପ୍ରୟୁକ୍ତ

ଉଦାହରଣ : ଅଳଙ୍କାରରେ ଏହି ମୂର୍ତ୍ତିକୁ ବିଭୂଷିତ କର

ସମକକ୍ଷ : ଅଳଙ୍କରଣ

वह जो सुन्दर बनाने या सजाने के लिए प्रयुक्त होता हो।

अलंकारों से इस मूर्ति को विभूषित करो।
अलंकरण, अलंकार, अलङ्कार, सजावट, सजावटी वस्तु

Something used to beautify.

decoration, ornament, ornamentation

ଅର୍ଥ : ମନୁଷ୍ୟ ନିର୍ମିତ ଏକ ବସ୍ତୁ ଯାହା ଧାରଣ କରିବାଦ୍ୱାରା କାହାରି ଶୋଭା ବଢ଼ିଥାଏ

ଉଦାହରଣ : ପ୍ରତ୍ୟେକ ନାରୀ ଗହଣାଗାଣ୍ଠି ପ୍ରିୟ ହୋଇଥାନ୍ତି

ସମକକ୍ଷ : ଆଭରଣ, ଆଭୂଷଣ, ଗହଣାଗାଣ୍ଠି, ଭୂଷଣ

मानव निर्मित वह वस्तु जिसके धारण करने से किसी की शोभा बढ़ जाती है।

प्रत्येक नारी को आभूषण प्रिय होता है।
अभरन, अभूखन, अभ्यंजन, अभ्यञ्जन, अलंकार, अलङ्कार, अवतंस, अवतन्स, आभरण, आभूषण, आहरण, गहना, ज़ेवर, जूलरी, जेवर, भूषण, विभूषण, सारंग

An adornment (as a bracelet or ring or necklace) made of precious metals and set with gems (or imitation gems).

jewellery, jewelry

ଅର୍ଥ : ସାହିତ୍ୟରେ ବର୍ଣ୍ଣନା କରିବାର ସେହି ରୀତି ଯେଉଁଥିରେ ଚମତ୍କାର ଓ ରୋଚକତା ଆସେ

ଉଦାହରଣ : ଅଳଙ୍କାର ଦୁଇ ପ୍ରକାର ହୋଇଥାଏ,ଶବ୍ଦାଳଙ୍କାର ଓ ଅର୍ଥାଳଙ୍କାର

ସମକକ୍ଷ : ଅଳଂକାର

साहित्य में वर्णन करने की वह रीति जिससे चमत्कार और रोचकता आती है।

विशेषकर अलंकार दो प्रकार के होते हैं, शब्दालंकार और अर्थालंकार।
अलंकार, अलङ्कार

Language used in a figurative or nonliteral sense.

figure, figure of speech, image, trope