ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରସାଧନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରସାଧନ   ବିଶେଷ୍ୟ

ଅର୍ଥ : ଶୃଙ୍ଗାର ପାଇଁ ଆବଶ୍ୟକ ସାମଗ୍ରୀ

ଉଦାହରଣ : ବଜାରରେ ଦେଶ ବିଦେଶର ବିଭିନ୍ନ ପ୍ରକାରର ପ୍ରସାଧନ ସାମଗ୍ରୀ ମିଳୁଛି

ସମକକ୍ଷ : ପ୍ରସାଧନ ସାମଗ୍ରୀ

शृंगार या सजावट का सामान।

बाजार में देश-विदेश के तरह-तरह के प्रसाधन उपलब्ध हैं।
प्रसाधन, प्रसाधन-सामग्री, मेकअप, सौन्दर्य प्रसाधन

A toiletry designed to beautify the body.

cosmetic

ଅର୍ଥ : ଶୃଙ୍ଗାର କରିବା ବା ସଜାଇବାର ପ୍ରକ୍ରିୟା

ଉଦାହରଣ : କୃଷ୍ଣଙ୍କଦ୍ୱାରା ରାଧାଙ୍କ ପ୍ରସାଧନ ହେବା ପରେ କାବ୍ୟ ସମାପ୍ତ ହୋଇଯାଉଛି

ସମକକ୍ଷ : ଅଳଙ୍କରଣ, ବେଶବିନ୍ୟାସ

शृंगार करने या सजाने की क्रिया।

कृष्ण द्वारा राधा के प्रसाधन के बाद काव्य समाप्त हो जाता है।
अभिमंडन, अभिमण्डन, प्रसाधन, सँवारना, सजाना