ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଲକ୍ଷଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଲକ୍ଷଣ   ବିଶେଷ୍ୟ

ଅର୍ଥ : ଯେଉଁ ଶକୁନ ଅଶୁଭର ପରିଚାୟକ

ଉଦାହରଣ : ରାମ ଲଙ୍କା ଉପରେ ଆକ୍ରମଣ କଲା ମାତ୍ରକେ ଲଙ୍କାରେ ଅଶୁଭ ଲକ୍ଷଣ ଦେଖାଦେଲା

ସମକକ୍ଷ : ଅପଶକୁନ, ଅଶୁଭ ଚିହ୍ନ, ଅଶୁଭ ଲକ୍ଷଣ, ଦୁର୍ଲକ୍ଷଣ, ବିତ୍ପାତ, ମନ୍ଦ ଲକ୍ଷଣ

वह शगुन जो अशुभ का परिचायक हो।

राम ने ज्यों ही लंका पर चढ़ाई की, लंका में अपशकुन होने लगे।
अपयोग, अपशकुन, अपसगुन, अपसौन, अरिष्ट, अशकुन, अशुभ शकुन, अशुभ शगुन, असगुन

ଅର୍ଥ : ଅଶୁଭ ବା ଖରାପ ଲକ୍ଷଣ

ଉଦାହରଣ : କୁଆଡେ ଯିବା ସମୟରେ ବିରାଡି ରାସ୍ତା କାଟିବାକୁ କୁଲକ୍ଷଣ ବିଚାର କରାଯାଇଥାଏ

ସମକକ୍ଷ : ଅଶୁଭ, ଅଶୁଭ ଲକ୍ଷଣ, କୁଲକ୍ଷଣ

अशुभ या बुरा लक्षण।

कहीं जाते समय बिल्ली का रास्ता काटना कुलक्षण माना जाता है।
अलक्षण, अशुभ चिह्न, अशुभ लक्षण, कुलक्ष, कुलक्षण, कुलक्षन, कुलच्छन, बुरा लक्षण

An unfavorable omen.

foreboding

ଅଲକ୍ଷଣ   ବିଶେଷଣ

ଅର୍ଥ : ଯାହାପାଖରେ ଅଶୁଭ ବା ଖରାପ ଲକ୍ଷଣ ଥାଏ ବା ଖରାପ ଲକ୍ଷଣ ଥିବା ଲୋକ

ଉଦାହରଣ : ଏହା କୌଣସି କୁଲକ୍ଷଣ ସ୍ତିତି ନୁହେଁ

ସମକକ୍ଷ : କୁଲକ୍ଷଣ

जिसमें अशुभ या बुरे लक्षण हों या बुरे लक्षण वाला।

यह कोई कुलक्षण स्थिति नहीं है।
अलक्षण, कुलक्ष, कुलक्षण, कुलक्षन, कुलच्छन

ଅର୍ଥ : ଭଲ ଲକ୍ଷଣରୁ ବଞ୍ଚିତ

ଉଦାହରଣ : ଅଲକ୍ଷଣ କାର୍ଯ୍ୟର ଫଳକୁ ଚିନ୍ତା କରନାହିଁ

अच्छे लक्षणों से रहित।

अव्यंजन कार्यों के फल की चिंता न करें।
अव्यंजन, अव्यञ्जन