ଅର୍ଥ : ବଢ଼େଇର ଭଅଁର ପରି ଅରଣି ବୃକ୍ଷରୁ ପ୍ରସ୍ତୁତ ଅଗ୍ନି ଉତ୍ପନ୍ନ କରିବାପାଇଁ କାଠର ଏକ ଯନ୍ତ୍ର
ଉଦାହରଣ :
ବେଦମଂତ୍ର ଉଚାରଣ ସହ କୁଶଉପରେ ଅରଣିକୁ ରଖି ଘୁରାଇଲେ ତହିଁର ଛିଦ୍ର ତଳେଥିବା କୁଶ ଜଳି ଉଠେ ଏବଂ ଏହି ଅଗ୍ନିକୁ ପ୍ରାୟତଃ ଯଜ୍ଞ କାମରେ ବ୍ୟବହାର କରାଯାଏ
ସମକକ୍ଷ : ଅରଣି
ଅର୍ଥ : ଏକ ପ୍ରକାର ବୃକ୍ଷ
ଉଦାହରଣ :
ଅରଣୀ ହେଉଛିଏକ ଔଷଧୀୟ ବୃକ୍ଷ