ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅମେଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅମେଳ   ବିଶେଷ୍ୟ

ଅର୍ଥ : ଯୋଗର ଅଭାବ

ଉଦାହରଣ : ଅମେଳ କାରଣରୁ ସମ୍ପର୍କରେ ଫାଟ ହୁଏ

ସମକକ୍ଷ : ଅପଡ଼, ଅଯୋଗ

योग का अभाव।

अयोग के कारण संबंधों में दरार आ रही है।
अयुक्ति, अयोग

ଅମେଳ   ବିଶେଷଣ

ଅର୍ଥ : ଯେଉଁଥିରେ ସାମଞ୍ଜସ୍ୟ ନାହିଁ ବା ସାମଞ୍ଜସ୍ୟର ଅଭାବ ଅଛି

ଉଦାହରଣ : ତାହାର ସାମଞ୍ଜସ୍ୟହୀନ ବ୍ୟବହାର କାରଣରୁ ଲୋକେ ତାଙ୍କ ଉପରେ ବିରକ୍ତ ହୁଅନ୍ତି

ସମକକ୍ଷ : ଅସାମଞ୍ଜସ୍ୟ, ସାମଞ୍ଜସ୍ୟହୀନ

जिसमें सामंजस्य न हो या सामंजस्य का अभाव हो।

उसके सामंजस्यहीन व्यवहार के कारण लोग उससे कटे-कटे रहते हैं।
अनमेल, असामंजस्य, असामंजस्यपूर्ण, सामंजस्यहीन

ଅର୍ଥ : ଯେଉଁଥିରେ ମେଳ ନାହିଁ

ଉଦାହରଣ : ସେ ନିଜର ଅମେଳ ବିବାହ ପାଇଁ ଦୁଃଖୀ

ସମକକ୍ଷ : ଅଜୋଡ଼

जिनमें मेल न हो।

वह अपने बेमेल विवाह से दुखी है।
अजोड़, अनमिल, अनमिलत, अनमेल, अनुपयुक्त, अमेल, उन्मेल, बेमेल