ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅସାମଞ୍ଜସ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅସାମଞ୍ଜସ୍ୟ   ବିଶେଷଣ

ଅର୍ଥ : ଯେଉଁଥିରେ ସାମଞ୍ଜସ୍ୟ ନାହିଁ ବା ସାମଞ୍ଜସ୍ୟର ଅଭାବ ଅଛି

ଉଦାହରଣ : ତାହାର ସାମଞ୍ଜସ୍ୟହୀନ ବ୍ୟବହାର କାରଣରୁ ଲୋକେ ତାଙ୍କ ଉପରେ ବିରକ୍ତ ହୁଅନ୍ତି

ସମକକ୍ଷ : ଅମେଳ, ସାମଞ୍ଜସ୍ୟହୀନ

जिसमें सामंजस्य न हो या सामंजस्य का अभाव हो।

उसके सामंजस्यहीन व्यवहार के कारण लोग उससे कटे-कटे रहते हैं।
अनमेल, असामंजस्य, असामंजस्यपूर्ण, सामंजस्यहीन