ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ବିଷୟ ଉପରେ ଆଧାରିତ ନିଜସ୍ୱ ବିଚାର ବା ସମ୍ମତି
ଉଦାହରଣ : ସମସ୍ତଙ୍କ ମତରେ ଏହି କାମ ଠିକ୍ ହେଉଛି
ସମକକ୍ଷ : ବିଚାର, ମତ, ମତାମତ
किसी विषय आदि में प्रकट किया हुआ किसी का अपना विचार या सम्मति।
A personal belief or judgment that is not founded on proof or certainty.
ଅର୍ଥ : କୌଣସି କଥାକୁ ଯେ ଧ୍ୟାନ ଦେଇନାହିଁ ତାକୁ ସେ ବିଷୟରେ ଜଣେଇବାପାଇଁ କହିଥିବା କଥା
ଉଦାହରଣ : ଏହି ବିଷୟ ଉପରେ ଆପଣ ବି ଆପଣଙ୍କ ଅଭିମତ ଦିଅନ୍ତୁ
ସମକକ୍ଷ : ପରାମର୍ଶ, ମତ, ମତାମତ, ମନ୍ତବ୍ୟ, ସମ୍ମତି ଅସମ୍ମତି
जिस बात की ओर किसी का ध्यान न गया हो उसकी ओर उसका ध्यान दिलाने के लिए कही हुई बात।
A proposal offered for acceptance or rejection.
ଅର୍ଥ : ରାୟ ବା ମତର ଅନୁରୂପ
ଉଦାହରଣ : ଆପଣଙ୍କୁ ସବୁ ଅଭିମତ କାମ କରିବାରେ କୌଣସି ପ୍ରକାରର ଅସୁବିଧା ହେବନାହିଁ
ସମକକ୍ଷ : ମନ୍ତବ୍ୟ
राय या मत के अनुरूप।
ସଂସ୍ଥାପନ କରନ୍ତୁ