ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉପାୟହୀନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉପାୟହୀନ   ବିଶେଷଣ

ଅର୍ଥ : ଯାହାର କୌଣସି ଉପାୟ ନାହିଁ

ଉଦାହରଣ : ସେ ଉପାୟହୀନ ସମସ୍ୟା ଘେରମଧ୍ୟରେ ରହିଗଲା

जिसका कोई उपाय न हो।

वह अनुपाय समस्या में घिर कर रह गया।
अनुपाय

ଅର୍ଥ : ଯାହା ପାଖରେ କୌଣସି ଉପାୟ ନାହିଁ

ଉଦାହରଣ : ଉପାୟହୀନ ରମେଶ କାନ୍ଦିବାକୁ ଲାଗିଲା

जिसके पास कोई उपाय न हो।

अनुपाय रमेश रोने लगा।
अनुपाय

ଅର୍ଥ : ଯାହାର କୌଣସି ବିକଳ୍ପ ନାହିଁ ବା ବିକଳ୍ପର ଅଭାବ ରହିଛି

ଉଦାହରଣ : ଏହି ସମସ୍ୟା ଆଗରେ ମୁଁ ନିରୁପାୟ ହୋଇଗଲି

ସମକକ୍ଷ : ଅନନ୍ୟଗତି, ନିରୁପାୟ, ବିକଳ୍ପହୀନ

जिसमें कोई विकल्प न हो या विकल्प का अभाव हो।

उस विकल्पहीन अवस्था में मैं कर भी क्या सकता था।
अनन्यगति, अनन्यगतिक, अविकल्प, उपायहीन, निरुपाय, विकल्पहीन

ଅର୍ଥ : ଯାହାର ଉପାୟ ନାହିଁ

ଉଦାହରଣ : ଉପାୟହୀନ ସମସ୍ୟାକୁ ସଜାଡ଼ିବାର ଚେଷ୍ଟା ବ୍ୟର୍ଥ ହେବ

ସମକକ୍ଷ : ଅପ୍ରତିକାର

जिसका उपाय न हो।

अप्रतिकार समस्या को सुलझाने का प्रयत्न व्यर्थ होगा।
अप्रतिकार