ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନ୍ୱେଷଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନ୍ୱେଷଣ   ବିଶେଷ୍ୟ

ଅର୍ଥ : କୌଣସି ବିଷୟର ଅଭିନବ ଅନୁଶୀଳନ କରି ସେ ସଂପର୍କିତ ନୂତନ ତଥ୍ୟ ଜାଣିବା ପ୍ରକ୍ରିୟା

ଉଦାହରଣ : ବୈଜ୍ଞାନିକ ଅନୁସନ୍ଧାନର ଫଳ ହେଉଛି ରୋବଟ୍‌

ସମକକ୍ଷ : ଅନୁଶୀଳନ, ଅନୁସନ୍ଧାନ, ଅନୁସନ୍ଧିତ୍ସା, ଗବେଷଣା, ପରିଶୀଳନ, ଶୋଧ

किसी विषय का अच्छी तरह अनुशीलन करके उसके संबंध में नई बातों या तथ्यों का पता लगाने की क्रिया।

रोबोट वैज्ञानिक अनुसंधान की देन है।
अनुसंधान, अनुसन्धान, अन्वीक्षण, अन्वेषण, अन्वेषणा, खोज, गवेषणा, रिसर्च, रीसर्च, शोध, शोधकार्य

Systematic investigation to establish facts.

research

ଅର୍ଥ : ଦେଖିବାପାଇଁ ବା ପାଇବାପାଇଁ କୌଣସି ବସ୍ତୁର ଅନ୍ୱେଷଣ କରି ତାହା କେମିତି ଓ କେଉଁଠି ଅଛି ତାକୁ ଜାଣିବା

ଉଦାହରଣ : କଲମ୍ବସ୍‌ ଆମେରିକା ଆବିଷ୍କାର କରିଥିଲେ

ସମକକ୍ଷ : ଆବିଷ୍କାର

कोई चीज़ पाने या देखने के लिए पता लगाने की क्रिया कि वह कहाँ है और कैसी है।

कोलम्बस ने अमेरिका की खोज की।
खोज, तलब, तलाश, संधान

The act of discovering something.

discovery, find, uncovering

ଅର୍ଥ : କୌଣସି ଘଟଣା କିମ୍ବା ବିଷୟରେଥିବା ମୂଳ କାରଣର ରହସ୍ୟ ଅନ୍ୱେଷଣ କରିବାର କ୍ରିୟା

ଉଦାହରଣ : ଏହି ଘଟଣାର ଯାଞ୍ଚ ଉଚ୍ଚ ଅଧିକାରୀଙ୍କଦ୍ୱାରା କରାଯିବ

ସମକକ୍ଷ : ଅନୁସନ୍ଧାନ, ଆକଳନ, ଯାଞ୍ଚ

किसी घटना या विषय के मूल कारणों या रहस्यों का पता लगाने की क्रिया।

इस मामले की छानबीन उच्च अधिकारियों से कराई जायेगी।
अनुसंधान, अनुसन्धान, अवच्छेद, आकलन, छान-बीन, छानबीन, जाँच, जाँच-पड़ताल, जांच-पड़ताल, तफतीश, तफ़्तीश, तफ्तीश, तहक़ीक़, तहकीक, तहकीकात, परिवीक्षा, पर्येषणा

The work of inquiring into something thoroughly and systematically.

investigating, investigation

ଅର୍ଥ : କୌଣସି ବିଷୟ ସମ୍ବନ୍ଧୀୟ ତଥ୍ୟ ବାବଦରେ ପରୀକ୍ଷଣ କରିବାର କାମ

ଉଦାହରଣ : ତହସିଲଦାର ଗାଁକୁ ତଦନ୍ତ କରିବାପାଇଁ ଆସୁଛନ୍ତି ଗଭୀର ଅନୁସଂଧାନ ପରେ ଆମେ ଏହି ନିଷ୍ପତ୍ତିରେ ପହଞ୍ଚିଛୁ

ସମକକ୍ଷ : ଅନୁସଂଧାନ, ତଥ୍ୟାନ୍ୱେଷଣ, ତଦନ୍ତ

किसी विषय से संबंधित तथ्यों के बारे में छानबीन करने का काम।

तहसीलदार गाँवों की जाँच-पड़ताल करने आ रहे हैं।
गहन तथ्यान्वेषण के बाद हम इस निष्कर्ष पर पहुँचे हैं।
अन्वीक्षण, अन्वेषण, ईक्षण, जाँच-पड़ताल, जांच-पड़ताल, जायज़ा, जायजा, तथ्यान्वेषण

The work of inquiring into something thoroughly and systematically.

investigating, investigation