ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆବିଷ୍କାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆବିଷ୍କାର   ବିଶେଷ୍ୟ

ଅର୍ଥ : ଦେଖିବାପାଇଁ ବା ପାଇବାପାଇଁ କୌଣସି ବସ୍ତୁର ଅନ୍ୱେଷଣ କରି ତାହା କେମିତି ଓ କେଉଁଠି ଅଛି ତାକୁ ଜାଣିବା

ଉଦାହରଣ : କଲମ୍ବସ୍‌ ଆମେରିକା ଆବିଷ୍କାର କରିଥିଲେ

ସମକକ୍ଷ : ଅନ୍ୱେଷଣ

कोई चीज़ पाने या देखने के लिए पता लगाने की क्रिया कि वह कहाँ है और कैसी है।

कोलम्बस ने अमेरिका की खोज की।
खोज, तलब, तलाश, संधान

The act of discovering something.

discovery, find, uncovering

ଅର୍ଥ : ପୂର୍ବରୁ କାହାକୁ ଜଣା ନଥିବା କୌଣସି ନୂଆ ଜିନିଷ ତିଆରି କରିବା ବା ନୂଆ କଥା ଖୋଜି ବାହାର କରିବା କ୍ରିୟା

ଉଦାହରଣ : ଗଣନାକାରୀଙ୍କ ଆବିଷ୍କାରଦ୍ୱାରା ସମାଜରେ ବଡ଼ ପରିବର୍ତ୍ତନ ଆସିଲା

कोई नई वस्तु तैयार करने या नई बात ढूँढ़ निकालने की क्रिया जो पहले किसी को मालूम न रही हो।

संगणक के आविष्कार ने समाज में एक बहुत बड़ा परिवर्तन ला दिया।
आविष्करण, आविष्कार, आविष्क्रिया, इजाद, ईजाद

The act of inventing.

invention