ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନୁମୋଦିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନୁମୋଦିତ   ବିଶେଷ୍ୟ

ଅର୍ଥ : କାହାରିକୁ କୌଣସି ବିଶେଷ ଅବସ୍ଥାରେ କୌଣସି କାର୍ଯ୍ୟ କରିବା ଅଥବା କର୍ତ୍ତବ୍ୟ ବା ଦାୟିତ୍ୱ ପୂରାକରିବା ନିମନ୍ତେ ମିଳୁଥିବା ଅନୁମତି

ଉଦାହରଣ : ପରୀକ୍ଷାରେ କାଲକ୍ୟୁଲେଟର୍‌ର ବ୍ୟବହାର ଅନୁମୋଦିତ

वह अनुमति जो किसी को विशेष अवस्था में कोई कार्य करने अथवा कर्तव्य या दायित्व पूरा करने के लिए मिले।

परीक्षा में कैलक्यूलेटर के उपयोग की छूट है।
छूट

Freedom of choice.

Liberty of opinion.
Liberty of worship.
Liberty--perfect liberty--to think or feel or do just as one pleases.
At liberty to choose whatever occupation one wishes.
liberty

ଅନୁମୋଦିତ   ବିଶେଷଣ

ଅର୍ଥ : ଯାହାକୁ ସମର୍ଥନ କରାଯାଇଛି

ଉଦାହରଣ : ଏହି ପ୍ରାର୍ଥୀ ଆମ୍ଭସମୂହଦ୍ୱାରା ସମର୍ଥିତ ହୋଇଛନ୍ତି

ସମକକ୍ଷ : ସମର୍ଥିତ

जिसका समर्थन किया गया हो।

यह उम्मीदवार हमलोगों द्वारा समर्थित है।
अनुमोदित, समर्थित

ଅର୍ଥ : ଯାହକୁ ଅନୁମତି ଦିଆଯାଇଛି

ଉଦାହରଣ : ମୁଁ ପଞ୍ଚାୟତଦ୍ୱାରା ସ୍ୱୀକୃତ କାର୍ଯ୍ୟ ହିଁ କରୁଛି

ସମକକ୍ଷ : ଅନୁଜ୍ଞାତ, ଅନୁମତି ପ୍ରାପ୍ତ, ସ୍ୱୀକୃତ

जिसकी अनुमति दी गई हो या मिल गई हो।

मैं पंचायत द्वारा स्वीकृत कार्य ही कर रहा हूँ।
अनुज्ञप्त, अनुज्ञात, अनुज्ञापित, अनुमति प्राप्त, अनुमतिप्राप्त, पास, मंज़ूर, मंज़ूरशुदा, मंजूर, मन्जूर, मान्य, सहमति-प्राप्त, स्वीकृत

ଅର୍ଥ : ଯାହାଙ୍କୁ ବଛା ଯାଇଛି

ଉଦାହରଣ : ଏହି ପୁରସ୍କାରପାଇଁ ନିର୍ବାଚିତ ପୁସ୍ତକର ଲେଖକ ହେଉଛନ୍ତି ନିରାଲା ମହୋଦୟ

ସମକକ୍ଷ : ଚୟନୀୟ, ନିର୍ବାଚିତ, ମନୋନୀତ

जिसका चयन या चुनाव किया गया हो।

यह पुरस्कार चयनित लोगों को दिया जाता है।
इना-गिना, इनागिना, चयन कृत, चयनित, चयित, चुना, चुना हुआ, चुना-चुनाया, चुनिंदा, चुनिन्दा, वरित

Chosen in preference to another.

selected