ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସମର୍ଥିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସମର୍ଥିତ   ବିଶେଷଣ

ଅର୍ଥ : ଯାହାର ସତ୍ୟତା ଅନୁମୋଦନ କରାଯାଇଛି

ଉଦାହରଣ : ଆବେଦନ ପତ୍ର ସହିତ ଚରିତ୍ର ପ୍ରମାଣପତ୍ରସହ ପ୍ରତିସ୍ୱାକ୍ଷରିତ ନକଲ ସଂଲଗ୍ନ କରାଯାଇଛି

ସମକକ୍ଷ : ପ୍ରତିସ୍ୱାକ୍ଷରିତ, ସତ୍ୟତା ଅନୁମୋଦିତ

जिसका सत्यापन किया गया हो।

आवेदन पत्र के साथ चरित्र प्रमाण-पत्र की एक सत्यापित प्रतिलिपि संलग्न करें।
प्रमाणित, सत्यापित

Proved to be true.

A verified claim.
verified

ଅର୍ଥ : ଯାହାକୁ ସମର୍ଥନ କରାଯାଇଛି

ଉଦାହରଣ : ଏହି ପ୍ରାର୍ଥୀ ଆମ୍ଭସମୂହଦ୍ୱାରା ସମର୍ଥିତ ହୋଇଛନ୍ତି

ସମକକ୍ଷ : ଅନୁମୋଦିତ

जिसका समर्थन किया गया हो।

यह उम्मीदवार हमलोगों द्वारा समर्थित है।
अनुमोदित, समर्थित