ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିର୍ବାଚିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିର୍ବାଚିତ   ବିଶେଷଣ

ଅର୍ଥ : ଯାହାକୁ ନିର୍ବାଚନ କରାଯାଇଛି

ଉଦାହରଣ : ଲୋକମାନେ ନିର୍ବାଚିତ ପ୍ରତିନିଧିଙ୍କୁ ଅଭିନନ୍ଦନ ଜଣାଉଛନ୍ତି

(प्रत्याशी) जो निर्वाचन में सबसे अधिक मत प्राप्त करने के कारण सफल घोषित हो। जिसका निर्वाचन किया गया हो।

लोग निर्वाचित प्रतिनिधि को बधाई दे रहे हैं।
चुना हुआ, निर्वाचित

Selected as the best.

An elect circle of artists.
Elite colleges.
elect, elite

ଅର୍ଥ : ଯାହାଙ୍କୁ ବଛା ଯାଇଛି

ଉଦାହରଣ : ଏହି ପୁରସ୍କାରପାଇଁ ନିର୍ବାଚିତ ପୁସ୍ତକର ଲେଖକ ହେଉଛନ୍ତି ନିରାଲା ମହୋଦୟ

ସମକକ୍ଷ : ଅନୁମୋଦିତ, ଚୟନୀୟ, ମନୋନୀତ

जिसका चयन या चुनाव किया गया हो।

यह पुरस्कार चयनित लोगों को दिया जाता है।
इना-गिना, इनागिना, चयन कृत, चयनित, चयित, चुना, चुना हुआ, चुना-चुनाया, चुनिंदा, चुनिन्दा, वरित

Chosen in preference to another.

selected