ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହା ଅନୁମାନ କରାଯାଏ
ଉଦାହରଣ : ଆମର ଲକ୍ଷ୍ୟ ଠିକ ହେଲାନାହିଁ ଆମର ଅନୁମାନ ଭୁଲ ଥିଲା
ସମକକ୍ଷ : ଲକ୍ଷ୍ୟ
वह जिसका अनुमान किया जाय।
ଅର୍ଥ : କୌଣସି ଆଧାର ଉପରେ ଅନୁମାନ ଲଗେଇବା କାର୍ଯ୍ୟ
ଉଦାହରଣ : ଏହି ପରିସଂଖ୍ୟାନକୁ ପୁଣିଥରେ ଆକଳନ କରିବାକୁ ହେବ
ସମକକ୍ଷ : ଆକଳନ
किसी आधार पर अनुमान लगाने का कार्य।
A judgment of the qualities of something or somebody.
ଅର୍ଥ : ଏଭଳି ହେବା ସମ୍ଭବ ବା ଏଭଳି ହୋଇପାରେ ସଦୃଶ ଭାବନା ନିଜ ମନକୁ ଆସିବା କ୍ରିୟା ବା ଭାବ
ଉଦାହରଣ : ବେଳେବେଳେ ଅନୁମାନ ମଧ୍ୟ ଭୁଲ୍ ହୋଇଥାଏ
ସମକକ୍ଷ : ଅଟକଳ, ଅନ୍ଦାଜ
अपने मन से यह समझने की क्रिया या भाव कि ऐसा हो सकता है या होगा।
A message expressing an opinion based on incomplete evidence.
ଅର୍ଥ : ମୂଲ୍ୟାୟନ କରିବା ପ୍ରକ୍ରିୟା
ଉଦାହରଣ : ଫସଲର ଦାମ୍ ଅଟକଳ ହେଉଛି
ସମକକ୍ଷ : ଅଟକଳ, ଅନୁମିତି, ଅନ୍ଦାଜ, ଅନ୍ଦାଜ୍
आँकने की क्रिया या भाव।
An appraisal of the value of something.
ସଂସ୍ଥାପନ କରନ୍ତୁ