ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନୁଗାମୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନୁଗାମୀ   ବିଶେଷ୍ୟ

ଅର୍ଥ : ଚାକରବାକର ଓ ଅନୁଗାମୀ ଆଦି

ଉଦାହରଣ : ରାଜା ନିଜର ଦଳବଳ ସହିତ ଶିକାର କରିବାପାଇଁ ବାହାରିଲେ

ସମକକ୍ଷ : ଦଳବଳ

नौकर-चाकर और अनुयायी आदि।

राजा अपने दल-बल के साथ शिकार खेलने के लिए निकला।
दल-बल

ଅର୍ଥ : କାହାରି ସିଦ୍ଧାନ୍ତମାନି ସେହି ଅନୁସାରେ ପରିଚାଳିତ ହେଉଥିବା ବ୍ୟକ୍ତି

ଉଦାହରଣ : ଅନୁଗାମୀ ବ୍ୟକ୍ତି ନିଜ ନେତାଙ୍କ କଥାକୁ ହିଁ ସତ୍ୟମାନି ତାହାର ଅନୁସରଣ କରନ୍ତି

ସମକକ୍ଷ : ଅନୁଗାମୀ ବ୍ୟକ୍ତି, ଅନୁବର୍ତ୍ତୀ

किसी का सिद्धान्त मानने और उनके अनुसार चलनेवाला व्यक्ति।

अनुयायी व्यक्ति अपने नेता की बात को ही सत्य मानकर उसका अनुसरण करता है।
अनुयायी, अनुयायी व्यक्ति, अनुवर्ती, अयातपूर्व, पार्ष्णिग्रह, मुरीद

A person who accepts the leadership of another.

follower

ଅନୁଗାମୀ   ବିଶେଷଣ

ଅର୍ଥ : ଯେ କାହାରି ଅନ୍ଧାନୁସାରୀ ହୋଇ ତାଙ୍କ ପଛରେ ଚାଲନ୍ତି

ଉଦାହରଣ : ଅନୁଗାମୀ ବ୍ୟକ୍ତି ନିଜ ବୁଦ୍ଧିରେ କୌଣସି କାମ କରନ୍ତି ନାହିଁ

ସମକକ୍ଷ : ପଛଲଗା

जो किसी का अंधानुयायी बन कर उसके पीछे चलता हो।

पिछलग्गू व्यक्ति अपने दिमाग से कोई काम नहीं करते।
दुमछल्ला, पिछलगा, पिछलग्गू, पिट्ठू, लगुआ

ଅର୍ଥ : ଆଜ୍ଞା ପାଳନ କରୁଥିବା

ଉଦାହରଣ : କୃଷକ ତା ଆଜ୍ଞାକାରୀ ପୁଅ ଉପରେ ବହୁତ ପ୍ରସନ୍ନ ଥିଲା

ସମକକ୍ଷ : ଆଜ୍ଞାକାରୀ, ଆଜ୍ଞାବହ, ବଚସ୍କର

आज्ञा का पालन करनेवाला।

किसान अपने आज्ञाकारी पुत्र से बहुत प्रसन्न रहता था।
अनुकारी, अनुगामी, आज्ञा पालक, आज्ञाकारी, आज्ञानुगामी, आज्ञानुसार, आज्ञापालक, आज्ञावह, ताबेदार, फरमाँबरदार, फर्माबरदार, वचनकारी, वचस्कर

Dutifully complying with the commands or instructions of those in authority.

An obedient soldier.
Obedient children.
A little man obedient to his wife.
The obedient colonies...are heavily taxed; the refractory remain unburdened.
obedient

ଅର୍ଥ : କାହାର ସିଦ୍ଧାନ୍ତକୁ ମାନିନେବା ଓ ସେଇ ଅନୁସାରେ ପରିଚାଳିତହେବା

ଉଦାହରଣ : ସେ ସନ୍ଥ କବୀରଙ୍କ ଅନୁଗାମୀ

ସମକକ୍ଷ : ଅନୁଚର

किसी का सिद्धान्त मानने और उनके अनुसार चलनेवाला।

वह संत कबीर का अनुयायी है।
अनुग, अनुगत, अनुगामी, अनुयायी, अनुवर्ती, मुरीद