ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦଳବଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦଳବଳ   ବିଶେଷ୍ୟ

ଅର୍ଥ : ଚାକରବାକର ଓ ଅନୁଗାମୀ ଆଦି

ଉଦାହରଣ : ରାଜା ନିଜର ଦଳବଳ ସହିତ ଶିକାର କରିବାପାଇଁ ବାହାରିଲେ

ସମକକ୍ଷ : ଅନୁଗାମୀ

नौकर-चाकर और अनुयायी आदि।

राजा अपने दल-बल के साथ शिकार खेलने के लिए निकला।
दल-बल

ଅର୍ଥ : ସେନା ଛାଉଣୀ ଏବଂ ତାହାର ଆସବାବ ବା ଜିନିଷପତ୍ର

ଉଦାହରଣ : ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ସହିତ ସୁରକ୍ଷାର ବଡ ଦଳବଳ ଆସୁଛନ୍ତି

लश्कर और उसका असबाब या सामान।

युद्ध स्थल पर लाव-लश्कर पहुँचाया जा रहा है।
दल-बल, दलबल, लाव-लश्कर, लावलश्कर

Any number of entities (members) considered as a unit.

group, grouping