ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନୁବର୍ତ୍ତୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନୁବର୍ତ୍ତୀ   ବିଶେଷ୍ୟ

ଅର୍ଥ : କାହାରି ସିଦ୍ଧାନ୍ତମାନି ସେହି ଅନୁସାରେ ପରିଚାଳିତ ହେଉଥିବା ବ୍ୟକ୍ତି

ଉଦାହରଣ : ଅନୁଗାମୀ ବ୍ୟକ୍ତି ନିଜ ନେତାଙ୍କ କଥାକୁ ହିଁ ସତ୍ୟମାନି ତାହାର ଅନୁସରଣ କରନ୍ତି

ସମକକ୍ଷ : ଅନୁଗାମୀ, ଅନୁଗାମୀ ବ୍ୟକ୍ତି

किसी का सिद्धान्त मानने और उनके अनुसार चलनेवाला व्यक्ति।

अनुयायी व्यक्ति अपने नेता की बात को ही सत्य मानकर उसका अनुसरण करता है।
अनुयायी, अनुयायी व्यक्ति, अनुवर्ती, अयातपूर्व, पार्ष्णिग्रह, मुरीद

A person who accepts the leadership of another.

follower