ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଧିଷ୍ଠାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଧିଷ୍ଠାନ   ବିଶେଷ୍ୟ

ଅର୍ଥ : କୌଣସି ଦେଶ ଅଥବା ଜାତିର ଭରଣ ପୋଷଣ, ବର୍ଦ୍ଧନ ତଥା ରକ୍ଷଣ ପାଇଁ ଯେଉଁ ସତ୍ତା ସ୍ଥାପିତ କରାଯାଇଛି

ଉଦାହରଣ : ରାଜା ନନ୍ଦ ରାଜସତ୍ତା ଉନ୍ମାଦରେ ଅତ୍ୟାଚାର କରିବାକୁ ଲାଗିଲେ

ସମକକ୍ଷ : ରାଜସତ୍ତା

वह सत्ता जो किसी देश अथवा जाति के भरण-पोषण, वर्द्धन तथा रक्षण के लिए स्थापित की जाती है।

राजा नंद राजसत्ता के मद में अत्याचार करने लगे।
अधिष्ठान, राजसत्ता

ଅର୍ଥ : ସାହିତ୍ୟ, ବିଜ୍ଞାନ, କଳାଆଦିର ଉନ୍ନତି ନିମନ୍ତେ ସ୍ଥାପିତ ସମାଜ

ଉଦାହରଣ : ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ ଶିକ୍ଷା କ୍ଷେତ୍ରରେ ବିଶ୍ୱବିଖ୍ୟାତ

ସମକକ୍ଷ : ଇନଷ୍ଟିଚ୍ୟୁଟ୍, ସଂସ୍ଥା, ସଂସ୍ଥାନ

साहित्य, विज्ञान, कला आदि की उन्नति के लिये स्थापित समाज।

भारतीय प्रौद्योगिकी संस्थान शिक्षा के मामले में विश्व विख्यात हैं।
अधिष्ठान, इंस्टिट्यूट, प्रतिष्ठान, संस्था, संस्थान

An association organized to promote art or science or education.

institute