ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରାଜସତ୍ତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରାଜସତ୍ତା   ବିଶେଷ୍ୟ

ଅର୍ଥ : କୌଣସି ଦେଶ ଅଥବା ଜାତିର ଭରଣ ପୋଷଣ, ବର୍ଦ୍ଧନ ତଥା ରକ୍ଷଣ ପାଇଁ ଯେଉଁ ସତ୍ତା ସ୍ଥାପିତ କରାଯାଇଛି

ଉଦାହରଣ : ରାଜା ନନ୍ଦ ରାଜସତ୍ତା ଉନ୍ମାଦରେ ଅତ୍ୟାଚାର କରିବାକୁ ଲାଗିଲେ

ସମକକ୍ଷ : ଅଧିଷ୍ଠାନ

वह सत्ता जो किसी देश अथवा जाति के भरण-पोषण, वर्द्धन तथा रक्षण के लिए स्थापित की जाती है।

राजा नंद राजसत्ता के मद में अत्याचार करने लगे।
अधिष्ठान, राजसत्ता