ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଂସ୍ଥା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଂସ୍ଥା   ବିଶେଷ୍ୟ

ଅର୍ଥ : ରାଜନୈତିକ ବା ସାମାଜିକ ଜୀବନ ସହିତ ସମ୍ବନ୍ଧ ରଖୁଥିବା କୌଣସି ନିୟମ ବା ବିଧାନ

ଉଦାହରଣ : ହିନ୍ଦୁ ସଂସ୍କୃତିରେ ବିବାହ ଗୋଟିଏ ଧାର୍ମିକ ବ୍ୟବସ୍ଥା

ସମକକ୍ଷ : ନିୟମ, ବ୍ୟବସ୍ଥା

राजनीतिक या सामाजिक जीवन से संबंध रखने वाला कोई नियम या विधान।

हिंदू संस्कृति में विवाह एक धार्मिक संस्था है।
संस्था

A custom that for a long time has been an important feature of some group or society.

The institution of marriage.
The institution of slavery.
He had become an institution in the theater.
institution

ଅର୍ଥ : ଏକ ସଙ୍ଗେ କୌଣସି କାମ କରିବାପାଇଁ ଲୋକମାନଙ୍କ ଏକ ସମୂହ

ଉଦାହରଣ : ରାମ ଏକ ବେସରକାରୀ ସଂଗଠନର ସଦସ୍ୟ

ସମକକ୍ଷ : ପରିଷଦ, ପ୍ରତିଷ୍ଠାନ, ସଂଗଠନ

लोगों आदि का वह समूह जो एक साथ कोई काम करता हो।

राम एक गैरसरकारी संगठन का सदस्य है।
असोसीएशन, असोसीऐशन, एसोसिएशन, ऑर्गनाइजेशन, तनजीम, संगठन, संघटन, संस्था

A group of people who work together.

organisation, organization

ଅର୍ଥ : ବିକ୍ଷିପ୍ତ ଶକ୍ତିକୁ ଏକତ୍ରିତ କରି ତାକୁ କୌଣସି କାର୍ଯ୍ୟ ପାଇଁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ନିର୍ମିତ ସଂସ୍ଥା

ଉଦାହରଣ : ଭାରତକୁ ବିଦେଶୀ ଶାସନରୁ ମୁକ୍ତ କରିବାପାଇଁ ଭିନ୍ନଭିନ୍ନ ଅନେକ ସଂଗଠନ ତିଆରି କରାଯାଇଥିଲା

ସମକକ୍ଷ : ସଂଗଠନ

बिखरी हुई शक्तियों को एक में मिलाकर उन्हें किसी कार्य के लिए तैयार करने के उद्देश्य से बनाई हुई संस्था।

भारत को विदेशी शासन से मुक्त करने के लिए अलग-अलग कई संगठन बनाए गए थे।
संगठन, संघटन

An organization of people (or countries) involved in a pact or treaty.

alignment, alinement, alliance, coalition

ଅର୍ଥ : ସାହିତ୍ୟ, ବିଜ୍ଞାନ, କଳାଆଦିର ଉନ୍ନତି ନିମନ୍ତେ ସ୍ଥାପିତ ସମାଜ

ଉଦାହରଣ : ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ ଶିକ୍ଷା କ୍ଷେତ୍ରରେ ବିଶ୍ୱବିଖ୍ୟାତ

ସମକକ୍ଷ : ଅଧିଷ୍ଠାନ, ଇନଷ୍ଟିଚ୍ୟୁଟ୍, ସଂସ୍ଥାନ

साहित्य, विज्ञान, कला आदि की उन्नति के लिये स्थापित समाज।

भारतीय प्रौद्योगिकी संस्थान शिक्षा के मामले में विश्व विख्यात हैं।
अधिष्ठान, इंस्टिट्यूट, प्रतिष्ठान, संस्था, संस्थान

An association organized to promote art or science or education.

institute