ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଞ୍ଜଳୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଞ୍ଜଳୀ   ବିଶେଷ୍ୟ

ଅର୍ଥ : ଗୋଟିଏ ହାତ ଓ ଅଙ୍ଗୁଳିକୁ ଟେଢ଼ା କରି ତିଆରି କରାଯାଇଥିବା ଖାଲ ଯେଉଁଥିରେ ଭର୍ତ୍ତିକରି କିଛି ଦିଆ ବା ନିଆଯାଏ

ଉଦାହରଣ : ସେ ପୋଷରେ ପଞ୍ଚାମୃତ ନେଲା

ସମକକ୍ଷ : ଅଞ୍ଜଳି, ପୋଷ

एक हथेली और उँगलियों को टेढ़ा कर बनाया गया गड्ढा जिसमें भरकर कुछ दिया या लिया जाता है।

उसने अंजलि में पंचामृत लिया।
अँजली, अँजुरी, अंजल, अंजलि, अंजलि पात्र, अंजली, अंजुरी, अंजुल, अंजुली, अञ्जलि, संपुट, सम्पुट

ଅର୍ଥ : ଦୁଇ ହାତକୁ ମିଶାଇ ତେଢ଼ା କଲେ ହେଉଥିବା ଖାଲ ଯେଉଁଥିରେ କିଛି ନିଆଯାଇପାରିବ ବା ଦିଆଯାଇପାରିବ

ଉଦାହରଣ : ସେ ଆଞ୍ଜୁଳାରେ ଫୁଲନେଇ ଭଗବାନଙ୍କ ଉପରେ ଚଢ଼ାଇଲା

ସମକକ୍ଷ : ଆଞ୍ଜୁଳା, ଆଞ୍ଜୁଳି

दोनों हथेलियों को मिलाने और टेढ़ा करने से बना हुआ गड्ढा जिसमें भरकर कुछ दिया या लिया जाता है।

उसने अंजलि में पुष्प लेकर भगवान पर चढ़ाया।
अँजली, अँजुरी, अंजल, अंजलि, अंजलि पात्र, अंजलिपुट, अंजली, अंजुरी, अंजुल, अंजुली, अञ्जलि, करपात्र, संपुट, सम्पुट