ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଞ୍ଜଳି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଞ୍ଜଳି   ବିଶେଷ୍ୟ

ଅର୍ଥ : ଗୋଟିଏ ହାତ ଓ ଅଙ୍ଗୁଳିକୁ ଟେଢ଼ା କରି ତିଆରି କରାଯାଇଥିବା ଖାଲ ଯେଉଁଥିରେ ଭର୍ତ୍ତିକରି କିଛି ଦିଆ ବା ନିଆଯାଏ

ଉଦାହରଣ : ସେ ପୋଷରେ ପଞ୍ଚାମୃତ ନେଲା

ସମକକ୍ଷ : ଅଞ୍ଜଳୀ, ପୋଷ

एक हथेली और उँगलियों को टेढ़ा कर बनाया गया गड्ढा जिसमें भरकर कुछ दिया या लिया जाता है।

उसने अंजलि में पंचामृत लिया।
अँजली, अँजुरी, अंजल, अंजलि, अंजलि पात्र, अंजली, अंजुरी, अंजुल, अंजुली, अञ्जलि, संपुट, सम्पुट

ଅର୍ଥ : କିଛି ନେବା ଅଥବା ପିଇବାପାଇଁ ପାପୁଲିର ଆଞ୍ଜୁଳି

ଉଦାହରଣ : ସେ ଆଞ୍ଜୁଳାରେ ପାଣି ପିଉଛି

ସମକକ୍ଷ : ଆଞ୍ଜୁଳା, ଆଞ୍ଜୁଳି

कुछ लेने अथवा पीने के लिए गहरी की हुई हथेली।

राहगीर चुल्लू में भरकर पानी पी रहा है।
चुल्लू