ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଛୁଁଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଛୁଁଆ   ବିଶେଷଣ

ଅର୍ଥ : ବିନା ଛୁଁଆ ହୋଇଥିବା

ଉଦାହରଣ : ମାଙ୍କର ସ୍ନେହାସ୍ପର୍ଶରୁ ବଞ୍ଚିତ ମୋହନ ବିଳାପ କଲା

ସମକକ୍ଷ : ଅସ୍ପୃଷ୍ଟ, ବଞ୍ଚିତ

बिना छुआ हुआ।

माँ के स्नेह स्पर्श से अछूता मोहन बिलख पड़ा।
अछूता, अनछुआ, अपरस, अपरामृष्ट, अस्पर्शित, अस्पृष्ट

Not having come in contact.

untouched

ଅର୍ଥ : ଯାହାକୁ ଛୁଇଁବା ଠିକ୍‌ ନୁହେଁ ବା ଯାହା ସ୍ପର୍ଶ କରିବାର ଯୋଗ୍ୟ ନୁହେଁ

ଉଦାହରଣ : ଅଶିକ୍ଷା କାରଣରୁ ଆଜିବି ଗ୍ରାମୀଣ କ୍ଷେତ୍ରରେ କିଛି ଜାତିକୁ ଅସ୍ପୃଶ୍ୟ ବିଚାରକରାଯାଉଛି

ସମକକ୍ଷ : ଅଛୁତ, ଅସ୍ପୃଶ୍ୟ

जिसे छूना ठीक न हो या जो स्पर्श करने के योग्य न हो।

अशिक्षा के कारण आज भी ग्रामीण क्षेत्रों में कुछ जातियों को अछूत माना जाता है।
अछूत, अपरस, अस्पृश्य, छुतिहा