ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବଞ୍ଚିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବଞ୍ଚିତ   ବିଶେଷଣ

ଅର୍ଥ : ବିନା ଛୁଁଆ ହୋଇଥିବା

ଉଦାହରଣ : ମାଙ୍କର ସ୍ନେହାସ୍ପର୍ଶରୁ ବଞ୍ଚିତ ମୋହନ ବିଳାପ କଲା

ସମକକ୍ଷ : ଅଛୁଁଆ, ଅସ୍ପୃଷ୍ଟ

बिना छुआ हुआ।

माँ के स्नेह स्पर्श से अछूता मोहन बिलख पड़ा।
अछूता, अनछुआ, अपरस, अपरामृष्ट, अस्पर्शित, अस्पृष्ट

Not having come in contact.

untouched

ଅର୍ଥ : ଯାହାକୁ କୌଣସି ବସ୍ତୁ ପ୍ରାପ୍ତ ହୋଇନାହିଁ

ଉଦାହରଣ : ରାମପ୍ରସାଦ ସନ୍ତାନ ସୁଖରୁ ବଞ୍ଚିତ ହୋଇ ରହିଗଲେ

जिसे कोई वस्तु प्राप्त न हुई हो।

रामप्रसादजी संतान सुख से वंचित रह गये।
महरूम, वंचित

Marked by deprivation especially of the necessities of life or healthful environmental influences.

A childhood that was unhappy and deprived, the family living off charity.
Boys from a deprived environment, wherein the family life revealed a pattern of neglect, moral degradation, and disregard for law.
deprived, disadvantaged