ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅସ୍ପୃଶ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅସ୍ପୃଶ୍ୟ   ବିଶେଷଣ

ଅର୍ଥ : ଯାହାକୁ ଛୁଇଁବା ଠିକ୍‌ ନୁହେଁ ବା ଯାହା ସ୍ପର୍ଶ କରିବାର ଯୋଗ୍ୟ ନୁହେଁ

ଉଦାହରଣ : ଅଶିକ୍ଷା କାରଣରୁ ଆଜିବି ଗ୍ରାମୀଣ କ୍ଷେତ୍ରରେ କିଛି ଜାତିକୁ ଅସ୍ପୃଶ୍ୟ ବିଚାରକରାଯାଉଛି

ସମକକ୍ଷ : ଅଛୁଁଆ, ଅଛୁତ

जिसे छूना ठीक न हो या जो स्पर्श करने के योग्य न हो।

अशिक्षा के कारण आज भी ग्रामीण क्षेत्रों में कुछ जातियों को अछूत माना जाता है।
अछूत, अपरस, अस्पृश्य, छुतिहा