ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଚେତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଚେତ   ବିଶେଷଣ

ଅର୍ଥ : ଯେଉଁଥିରେ ସଂପୂର୍ଣ୍ଣଭାବେ ଚେତନା ନାହିଁ

ଉଦାହରଣ : ରୋଗୀ ଅନେକ ଦିନରୁ ଅଚେତ ଅବସ୍ଥାରେ ପଡ଼ିରହିଛି

ସମକକ୍ଷ : ଅଚେତନ, ବେହୋସ

जिसमें ठीक या पूरी चेतना न हो।

रोगी कई दिनों से अवचेतन स्थिति में पड़ा है।
अर्द्धचेतन, अर्धचेतन, अवचेतन

Just below the level of consciousness.

subconscious

ଅର୍ଥ : ଯାହାର ଚେତା ନାହିଁ

ଉଦାହରଣ : ନିଜର ପ୍ରିୟବନ୍ଧୁର ମୃତ୍ୟୁ ଖବର ଶୁଣି ସେ ବେହୋସ୍‌ ହୋଇଗଲା

ସମକକ୍ଷ : ଅଚେତନ, ଚେତନାରହିତ, ଚେତାଶୂନ୍ୟ, ଚେତାହୀନ, ଜ୍ଞାନଶୂନ୍ୟ, ବେହୋସ୍‌, ମୂର୍ଚ୍ଛିତ, ସଂଜ୍ଞାରହିତ, ସଂଜ୍ଞାଶୂନ୍ୟ, ସଂଜ୍ଞାହୀନ