ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହାର ଚେତା ନାହିଁ
ଉଦାହରଣ : ନିଜର ପ୍ରିୟବନ୍ଧୁର ମୃତ୍ୟୁ ଖବର ଶୁଣି ସେ ବେହୋସ୍ ହୋଇଗଲା
ସମକକ୍ଷ : ଅଚେତ, ଅଚେତନ, ଚେତନାରହିତ, ଚେତାଶୂନ୍ୟ, ଚେତାହୀନ, ବେହୋସ୍, ମୂର୍ଚ୍ଛିତ, ସଂଜ୍ଞାରହିତ, ସଂଜ୍ଞାଶୂନ୍ୟ, ସଂଜ୍ଞାହୀନ
जिसे होश न हो।
ସଂସ୍ଥାପନ କରନ୍ତୁ