ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଚିନ୍ତ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଚିନ୍ତ୍ୟ   ବିଶେଷଣ

ଅର୍ଥ : ଯାହାର ଭାବନା ବା ଚିନ୍ତନ କରାଯାଇନାହିଁ

ଉଦାହରଣ : ସେ ଭାବନାହୀନ ବିଷୟକୁ ବୁଝାଇବାପାଇଁ ପ୍ରୟାସ କରୁଥିଲା

ସମକକ୍ଷ : ଅଚିନ୍ତନ, ଅଭାବନୀୟ, ଭବନାହୀନ

जिसकी भावना या चिंतन न किया गया हो।

वह अभावित विषय को समझने का प्रयास कर रहा था।
अभावित

ଅର୍ଥ : ଯେ ଭାବନା ବା ଚିନ୍ତନ ଅବସ୍ଥାକୁ ଆସିପାରନ୍ତି ନାହିଁ

ଉଦାହରଣ : ତାହା ମୋପାଇଁ ଅଚିନ୍ତନୀୟ ବିଷୟ

ସମକକ୍ଷ : ଅଚିଂତ୍ୟ, ଅଚିନ୍ତନୀୟ, ଅଭାବନୀୟ

जो भावना या चिंतन में न आ सके।

यह मेरे लिए अभावनीय विषय है।
अचिंतनीय, अभावनीय