ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ବସ୍ତୁ କିମ୍ବା କଥାଆଦି ଉପରେ ବିଚାର ନକରିବାର ଅବସ୍ଥା ବା କ୍ରିୟା
ଉଦାହରଣ : ଅବିଚାରରୁ ମନୁଷ୍ୟ କଠିନତାରେ ଫସିଯାଏ
ସମକକ୍ଷ : ଅନୁଚିନ୍ତନହୀନତା, ଅବିଚାର, ଅବିବେଚନା, ଅମନନ, ବିଚାରହୀନତା, ବୋଧନହୀନତା
किसी वस्तु, बात आदि पर विचार न करने की क्रिया या भाव।
The trait of forgetting or ignoring your responsibilities.
ଅର୍ଥ : ଯାହାର ଭାବନା ବା ଚିନ୍ତନ କରାଯାଇନାହିଁ
ଉଦାହରଣ : ସେ ଭାବନାହୀନ ବିଷୟକୁ ବୁଝାଇବାପାଇଁ ପ୍ରୟାସ କରୁଥିଲା
ସମକକ୍ଷ : ଅଚିନ୍ତ୍ୟ, ଅଭାବନୀୟ, ଭବନାହୀନ
जिसकी भावना या चिंतन न किया गया हो।
ସଂସ୍ଥାପନ କରନ୍ତୁ