ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଚିନ୍ତନୀୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଚିନ୍ତନୀୟ   ବିଶେଷଣ

ଅର୍ଥ : ଯାହା କଳ୍ପନାର ବାହାରେ ବା ଯାହା କଳ୍ପନୀୟ ନୁହେଁ

ଉଦାହରଣ : ଆପଣଙ୍କ ଚିନ୍ତାଧାରା ମୋପାଇଁ କଳ୍ପନାତୀତ

ସମକକ୍ଷ : ଅକଳ୍ପନୀୟ, ଅକଳ୍ପିତ, ଅଚିଂତ୍ୟ, କଳ୍ପନାତୀତ

जो कल्पना से परे हो या कल्पनीय न हो।

आपकी सोच मेरे लिए कल्पनातीत है।
अकल्पनीय, अकल्पित, अचिंत्य, अचिन्त्य, आचिंत्य, आचिन्त्य, कल्पनातीत

ଅର୍ଥ : ଯେ ଭାବନା ବା ଚିନ୍ତନ ଅବସ୍ଥାକୁ ଆସିପାରନ୍ତି ନାହିଁ

ଉଦାହରଣ : ତାହା ମୋପାଇଁ ଅଚିନ୍ତନୀୟ ବିଷୟ

ସମକକ୍ଷ : ଅଚିଂତ୍ୟ, ଅଚିନ୍ତ୍ୟ, ଅଭାବନୀୟ

जो भावना या चिंतन में न आ सके।

यह मेरे लिए अभावनीय विषय है।
अचिंतनीय, अभावनीय

ଅର୍ଥ : ଯାହା ବିଚାରଣୀୟ ନୁହେଁ ବା ଯାହା ସମ୍ପର୍କରେ ବିଚାର କରିବା ଆବଶ୍ୟକ ନୁହେଁ

ଉଦାହରଣ : ଏହା ଅବିଚାରଣୀୟ କଥା

ସମକକ୍ଷ : ଅବିଚାରଣୀୟ, ଅବିଚାର୍ଯ୍ୟ

जो विचारणीय न हो या जिसपर विचार करना आवश्यक न हो।

यह अविचारणीय बात है।
अचिंतनीय, अविचारणीय, अविचार्य

Incapable of being conceived or considered.

unthinkable