ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ବିଚାର ଖରାପ
ଉଦାହରଣ : ଶକୁନିର ମନ କୁବିଚାରରେ ଭରିଥିଲା
ସମକକ୍ଷ : କୁବିଚାର, ଖରାପବିଚାର, ମନ୍ଦବିଚାର
वह विचार जो बुरा हो।
ଅର୍ଥ : କୌଣସି ବସ୍ତୁ କିମ୍ବା କଥାଆଦି ଉପରେ ବିଚାର ନକରିବାର ଅବସ୍ଥା ବା କ୍ରିୟା
ଉଦାହରଣ : ଅବିଚାରରୁ ମନୁଷ୍ୟ କଠିନତାରେ ଫସିଯାଏ
ସମକକ୍ଷ : ଅଚିନ୍ତନ, ଅନୁଚିନ୍ତନହୀନତା, ଅବିବେଚନା, ଅମନନ, ବିଚାରହୀନତା, ବୋଧନହୀନତା
किसी वस्तु, बात आदि पर विचार न करने की क्रिया या भाव।
The trait of forgetting or ignoring your responsibilities.
ସଂସ୍ଥାପନ କରନ୍ତୁ