ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୁରୋଗାମୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୁରୋଗାମୀ   ବିଶେଷଣ

ଅର୍ଥ : ଯେ ସବା ଆଗରେ ଚାଲେ

ଉଦାହରଣ : ଅଗ୍ରଗାମୀ ବ୍ୟକ୍ତି ହିଁ ଏହି ଦଳର ନାୟକ

ସମକକ୍ଷ : ଅଗ୍ରଗାମୀ

जो सबसे आगे चलता हो।

पुरोगामी व्यक्ति ही इस दल का नायक है।
अग्रगंत, अग्रगामी, पुरोगामी, पूर्वगामी, पूर्ववतिता

ଅର୍ଥ : ଯେ ସବୁବେଳେ ଉନ୍ନତି କରି ଆଗକୁ ବଢ଼ୁଥାଏ

ଉଦାହରଣ : ଅଗ୍ରଗାମୀ ବ୍ୟକ୍ତି ସମାଜକୁ ଗୋଟିଏ ନୂଆ ଦିଗ ଦେଖାଇଥାଏ

ସମକକ୍ଷ : ଅଗ୍ରଗାମୀ

ଅର୍ଥ : ପ୍ରଗତି କରିଲାବାଲା

ଉଦାହରଣ : ପ୍ରଗତିକର୍ତ୍ତା ବ୍ୟକ୍ତି ସମସ୍ୟା ସହିତ ସଂଗ୍ରାମ କରି ପ୍ରଗତି ପଥରେ ଅଗ୍ରସର ହୋଇଥାନ୍ତି

ସମକକ୍ଷ : ଅଗ୍ରଗାମୀ, ପ୍ରଗତିକର୍ତ୍ତା, ପ୍ରଗତିଶୀଳ

प्रगति करनेवाला या जो बराबर उन्नति करता हुआ आगे बढ़ता हो।

प्रगतिशील व्यक्ति समस्याओं से जूझते हुए प्रगति पथ पर अग्रसर रहते हैं।
अग्रगामी, अग्रदर्शी, पुरोगामी, प्रगति कर्ता, प्रगतिकर्ता, प्रगतिशील

Favoring or promoting progress.

Progressive schools.
progressive