ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଗରବତୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଗରବତୀ   ବିଶେଷ୍ୟ

ଅର୍ଥ : ଏକ ମିଶ୍ରିତ ସୁଗନ୍ଧିତ ଦ୍ରବ୍ୟ ଯାହା ଜଳିଲେ ସୁଗନ୍ଧିତ ଧୂଆଁ ବାହାରେ

ଉଦାହରଣ : ଧୂପ, ଅଗରବତୀ ଆଦି ଜଳେଇ ଭଗବାନଙ୍କ ପୂଜା କରାଯାଏ

ସମକକ୍ଷ : ଧୂପ

एक मिश्रित गंधद्रव्य जिसके जलने से सुगंधित धुआँ निकलता है।

धूप,अगरबत्ती आदि जलाकर भगवान की पूजा की जाती है।
धूप, मेरुक, संचारी, सञ्चारी

A substance that produces a fragrant odor when burned.

incense

ଅର୍ଥ : ସୁଗନ୍ଧ ନିମନ୍ତେ ଜଳାଯାଉଥିବା ବତୀ

ଉଦାହରଣ : ପୂଜା କଲାବେଳେ ମୋହନ ଅଗରବତୀ ଜଳାଏ

ସମକକ୍ଷ : ଧୂପ

सुगन्ध के निमित्त जलाने की बत्ती।

मोहन पूजा करते समय अगरबत्ती जलाता है।
अगरबत्ती, अगरू बत्ती, ऊदबत्ती

A substance that produces a fragrant odor when burned.

incense