ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧୂପ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧୂପ   ବିଶେଷ୍ୟ

ଅର୍ଥ : ସୂର୍ଯ୍ୟ କିରଣର ବିସ୍ତାର

ଉଦାହରଣ : ଥଣ୍ଡା ପାଗରେ ଖରା ଭଲ ଲାଗେ

ସମକକ୍ଷ : ଆତପ, ଖରା, ନିଦାଘ, ସୂର୍ଯ୍ୟତାପ

सूर्य का प्रकाश जिसमें गरमी या ताप भी होता है।

ठंड के मौसम में धूप अच्छी लगती है।
अवदाध, आतप, घाम, धूप, निदाघ, सूर्यातप

The rays of the sun.

The shingles were weathered by the sun and wind.
sun, sunlight, sunshine

ଅର୍ଥ : ଏକ ମିଶ୍ରିତ ସୁଗନ୍ଧିତ ଦ୍ରବ୍ୟ ଯାହା ଜଳିଲେ ସୁଗନ୍ଧିତ ଧୂଆଁ ବାହାରେ

ଉଦାହରଣ : ଧୂପ, ଅଗରବତୀ ଆଦି ଜଳେଇ ଭଗବାନଙ୍କ ପୂଜା କରାଯାଏ

ସମକକ୍ଷ : ଅଗରବତୀ

एक मिश्रित गंधद्रव्य जिसके जलने से सुगंधित धुआँ निकलता है।

धूप,अगरबत्ती आदि जलाकर भगवान की पूजा की जाती है।
धूप, मेरुक, संचारी, सञ्चारी

A substance that produces a fragrant odor when burned.

incense

ଅର୍ଥ : ଧୂପ ଆଦି ସୁଗନ୍ଧିତ ଦ୍ରବ୍ୟରେ ତିଆରି ହୋଇଥିବା ବତୀ ଯାହାକୁ ଜଳାଇଲେ ସୁଗନ୍ଧିତ ଧୂଆଁ ବାହାରେ

ଉଦାହରଣ : ସେ ମନ୍ଦିରରେ ଧୂପବତୀ ଜଳାଇଲା

ସମକକ୍ଷ : ଧୂପବତୀ

धूप आदि सुगंधित मसालों से बनी हुई वह बत्ती जिसे जलाने से सुगंधित धुआँ निकलता है।

उसने मंदिर में धूपबत्ती जलाई।
धूप, धूपबत्ती

A substance that produces a fragrant odor when burned.

incense

ଅର୍ଥ : ସୁଗନ୍ଧ ନିମନ୍ତେ ଜଳାଯାଉଥିବା ବତୀ

ଉଦାହରଣ : ପୂଜା କଲାବେଳେ ମୋହନ ଅଗରବତୀ ଜଳାଏ

ସମକକ୍ଷ : ଅଗରବତୀ

सुगन्ध के निमित्त जलाने की बत्ती।

मोहन पूजा करते समय अगरबत्ती जलाता है।
अगरबत्ती, अगरू बत्ती, ऊदबत्ती

A substance that produces a fragrant odor when burned.

incense