ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅକ୍ଷମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅକ୍ଷମ   ବିଶେଷଣ

ଅର୍ଥ : ଯେଉଁଥିରେ କ୍ଷମତା ବା ଶକ୍ତି ନାହିଁ

ଉଦାହରଣ : ବୟସ ହେବା ସହିତହିଁ ମଣିଷ କ୍ଷମତା ହୀନ ହୋଇଯାଏ ଲଢ଼ୁ ଲଢ଼ୁ ସେ ବେଦମ ହୋଇଯାଇଥିଲା

ସମକକ୍ଷ : ଅସମର୍ଥ, କ୍ଷମତା ହୀନ, ବେଦମ, ଶକ୍ତିହୀନ, ସାମଥ୍ୟହୀନ

जिसमें क्षमता या शक्ति न हो।

उम्र होने के साथ-साथ ही आदमी क्षमताहीन हो जाता है।
लड़ते-लड़ते वह बेदम हो चुका था।
अक्षम, अशक्त, असमर्थ, क्षमताहीन, बेदम, शक्तिहीन, सामर्थ्यहीन