ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅସମର୍ଥ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅସମର୍ଥ   ବିଶେଷଣ

ଅର୍ଥ : ଯେ ଯୋଗ୍ୟ ନୁହେଁ

ଉଦାହରଣ : ମ୍ୟାନେଜର ଅଯୋଗ୍ୟ ବ୍ୟକ୍ତିମାନଙ୍କୁ ସଂସ୍ଥାରୁ ବାହାର କରିଦେଲେ

ସମକକ୍ଷ : ଅନୁପଯୁକ୍ତ, ଅପଦାର୍ଥ, ଅପାରଗ, ଅଯୋଗ୍ୟ

जो योग्य न हो या जिसमें पात्रता न हो।

प्रबन्धक ने अयोग्य व्यक्तियों को संस्था से निकाल दिया।
अनधिकारी, अनर्ह, अनलायक, अपात्र, अपारग, अप्रभु, अयथा, अयुक्त, अयुक्तरूप, अयोग, अयोग्य, अलायक, असमर्थ, कुपात्र, ना-लायक, नाक़ाबिल, नाकाबिल, नालायक

Not meant or adapted for a particular purpose.

A solvent unsuitable for use on wood surfaces.
unsuitable

ଅର୍ଥ : ଯେଉଁଥିରେ କ୍ଷମତା ବା ଶକ୍ତି ନାହିଁ

ଉଦାହରଣ : ବୟସ ହେବା ସହିତହିଁ ମଣିଷ କ୍ଷମତା ହୀନ ହୋଇଯାଏ ଲଢ଼ୁ ଲଢ଼ୁ ସେ ବେଦମ ହୋଇଯାଇଥିଲା

ସମକକ୍ଷ : ଅକ୍ଷମ, କ୍ଷମତା ହୀନ, ବେଦମ, ଶକ୍ତିହୀନ, ସାମଥ୍ୟହୀନ

जिसमें क्षमता या शक्ति न हो।

उम्र होने के साथ-साथ ही आदमी क्षमताहीन हो जाता है।
लड़ते-लड़ते वह बेदम हो चुका था।
अक्षम, अशक्त, असमर्थ, क्षमताहीन, बेदम, शक्तिहीन, सामर्थ्यहीन