ଯେଉଁ ରିଲ ଉପରେ ସୂତା ଆଦି ଲାଖି ଥାଏ
ଏହି ଡବାରେ ବାରଟି ରଙ୍ଗର ସୂତା ରିଲ ଅଛି
ରିଲ
ସିଲେଇ ମେସିନରେ ଲଗାଯାଉଥିବା ଲୁହା କିମ୍ବା ପ୍ଲାଷ୍ଟିକରେ ତିଆରି ସେହି ବସ୍ତୁ ଯେଉଁଥିରେ ସୁତା ଗୁଡ଼ାଯାଏ
ସିଲେଇ କଲାବେଳେ ବବିନ୍ ଏବଂ ଛୁଞ୍ଚିରେ ଏକ ରଙ୍ଗର ସୁତା ଲାଗିବା ଉଚିତ୍
ବବିନ୍
ବଡକାଠିରେ ତିଆରି ହୋଇଥିବା ଏକ ଉପକରଣ ଯେଉଁଥିରେ ତନ୍ତ ସୂତା ଗୁଡ଼ା ହୋଇଥାଏ
ତନ୍ତୀ ନଟେଇରେ ସୂତା ଗୁଡ଼ାଉଛି
ନଟେଇ
କାଠ ବା ପ୍ଲାଷ୍ଟିକ ଆଦିରେ ତିଆରି ଯେଉଁ ଗୋଲ ବସ୍ତୁ ଉପରେ ସୂତା ଆଦି ଗୁଡ଼ା ଯାଏ
ଆପଣଙ୍କ ପାଖରେ କୌଣସି ଛୋଟ ରିଲ ଅଛି କି?
ରିଲ