ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବବିନ୍‌ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବବିନ୍‌   ବିଶେଷ୍ୟ

ଅର୍ଥ : ସିଲେଇ ମେସିନରେ ଲଗାଯାଉଥିବା ଲୁହା କିମ୍ବା ପ୍ଲାଷ୍ଟିକରେ ତିଆରି ସେହି ବସ୍ତୁ ଯେଉଁଥିରେ ସୁତା ଗୁଡ଼ାଯାଏ

ଉଦାହରଣ : ସିଲେଇ କଲାବେଳେ ବବିନ୍‌ ଏବଂ ଛୁଞ୍ଚିରେ ଏକ ରଙ୍ଗର ସୁତା ଲାଗିବା ଉଚିତ୍‌

सिलाई मशीन में लगायी जानेवाली वह गोल लोहे या प्लास्टिक की वस्तु जिस पर धागा लपेटा रहता है।

सिलाई करते समय बाबिन और सुई में लगे धागे एक ही रंग के होने चाहिए।
फिरकी, बाबिन, बॉबिन

A winder around which thread or tape or film or other flexible materials can be wound.

bobbin, reel, spool