ଅର୍ଥ : କାଠ ବା ପ୍ଲାଷ୍ଟିକ ଆଦିରେ ତିଆରି ଯେଉଁ ଗୋଲ ବସ୍ତୁ ଉପରେ ସୂତା ଆଦି ଗୁଡ଼ା ଯାଏ
ଉଦାହରଣ :
ଆପଣଙ୍କ ପାଖରେ କୌଣସି ଛୋଟ ରିଲ ଅଛି କି?
ଅର୍ଥ : ଫଟୋକ୍ୟାମେରାରେ ଭରାଯାଇଥିବା ଗୋଟିଏ ବସ୍ତୁ ଯାହାଉପରେ ଉଠାଯାଇଥିବା ଚିତ୍ର ସ୍ଥାପିତ ହୋଇଯାଇଥାଏ
ଉଦାହରଣ :
ମୋତେ ନିଜ କ୍ୟାମେରାରେ ରିଲ ଭରିବାକୁ ପଡ଼ିବ
ଅର୍ଥ : ଯେଉଁ ରିଲ ଉପରେ ସୂତା ଆଦି ଲାଖି ଥାଏ
ଉଦାହରଣ :
ଏହି ଡବାରେ ବାରଟି ରଙ୍ଗର ସୂତା ରିଲ ଅଛି
ଅର୍ଥ : ଛାୟାଚିତ୍ର ଯୁକ୍ତ ଝିଲ୍ଲି ରୂପୀ ପତଳା ପ୍ଲାଷ୍ଟିକ ଫିତାର ଏକ ପ୍ରକାର ଗୋଲ ବିଡ଼ା ଯାହାକୁ ପ୍ରୋଜେକ୍ଟର ଦ୍ୱାରା ସିନେମା କରି ଦେଖାଇ ଦିଆଯାଏ
ଉଦାହରଣ :
ଏହି ଚଳଚ୍ଚିତ୍ର ପନ୍ଦର ରିଲ ବିଶିଷ୍ଟ