ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବତିଶା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବତିଶା   ବିଶେଷ୍ୟ

ଅର୍ଥ : ବତିଶ ପ୍ରକାରର ମସଲା ପକାଇ ପ୍ରସ୍ତୁତ କରାଯାଇଥିବା ଏକ ପ୍ରକାରର ମିଠେଇ

ଉଦାହରଣ : ଗୀତା ବତିଶା ଖାଉଛି

ସମକକ୍ଷ : ବତ୍ତିଶା

एक प्रकार का लड्डू जो बत्तीस प्रकार के मसाले डालकर बनाया जाता है।

गीता बत्तीसा खा रही है।
बत्तीसा

A food rich in sugar.

confection, sweet

ଅର୍ଥ : ଏକ ପ୍ରକାରର ବାଣ

ଉଦାହରଣ : ପିଲାମାନେ ପଡିଆରେ ବତିଶା ଫିଙ୍ଗୁଛନ୍ତି

ସମକକ୍ଷ : ବତ୍ତିଶା

एक प्रकार का पटाखा।

बच्चे मैदान में बत्तीसा छोड़ रहे हैं।
बत्तीसा

Firework consisting of a small explosive charge and fuse in a heavy paper casing.

banger, cracker, firecracker