ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦାବି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦାବି   ବିଶେଷ୍ୟ

ଅର୍ଥ : କାହାରିକୁ ଆଧିକାରିକ ରୂପରେ ବା ଦୃଢତା ସହକାରେ ଆମର ଅମୁକଅମୁକ ସୁବିଧାମାନ ମିଳିବା ଆବଶ୍ୟକ ବୋଲି କହିବାର କ୍ରିୟା

ଉଦାହରଣ : ଶ୍ରମିକମାନଙ୍କ ଦାବି ପୂରଣ ନ ହେବାରୁ ସେମାନେ ହରତାଳ କରିବାକୁ ଲାଗିଲେ

किसी से आधिकारिक रूप में या दृढ़तापूर्वक यह कहने की क्रिया कि हमें अमुक-अमुक सुविधाएँ मिलनी चाहिए।

मजदूरों की माँग पूरी न होने पर वे हड़ताल करने लगे।
माँग, मांग

The act of demanding.

The kidnapper's exorbitant demands for money.
demand

ଅର୍ଥ : ସମ୍ପତ୍ତି ଅଥବା ଅଧିକାରର ରକ୍ଷା କିମ୍ବା ପ୍ରାପ୍ତି କରିବାପାଇଁ ଚାଲିଥିବା ମୋକଦମା

ଉଦାହରଣ : ବିଡ଼ଲା ପ୍ରିୟମ୍ବଦାର ଇଚ୍ଛାପତ୍ର ବିରୁଦ୍ଧରେ ଦାବି କରିଅଛି

सम्पत्ति अथवा अधिकार की रक्षा या प्राप्ति के लिए चलाया हुआ मुक़दमा।

बिड़ला ने प्रियंवदा की वसीयत के विरुद्ध दावा किया है।
दावा

An assertion of a right (as to money or property).

His claim asked for damages.
claim

ଅର୍ଥ : କୌଣସି ବିଶେଷ କାର୍ଯ୍ୟ ନିମିତ୍ତ କାହାରିକୁ କିଛି ମାଗିବା ବା କୌଣସି କାର୍ଯ୍ୟ କରିବାପାଇଁ ଅଧିକାରପୂର୍ବକ କହିବା ପ୍ରକ୍ରିୟା

ଉଦାହରଣ : ନିଜ ଲୋକଙ୍କ ପାଖରେ ଦାବି କରିବାରେ ଲାଜ କାହିଁକି?

किसी विशेष कार्य के निमित्त किसी से कुछ माँगने या कोई कार्य करने के लिए साधिकार कहने की क्रिया।

अपनों से अधियाचन में कैसी शर्म !।
अधियाचन

The verbal act of requesting.

asking, request

ଅର୍ଥ : ଦୃଢ଼ତାପୂର୍ବକ କହିବା

ଉଦାହରଣ : ଆପଣଙ୍କର ରାମ ବାବଦରେ ଏହି ଦାବି ଉଚିତ ନୁହେଁ

दृढ़तापूर्वक कथन।

आपका राम के बारे में यह दावा उचित नहीं है।
दावा

The act of affirming or asserting or stating something.

affirmation, assertion, statement

ଅର୍ଥ : କୌଣସି ବସ୍ତୁ ଉପରେ ଅଧିକାର ସାବ୍ୟସ୍ତ କରିବା କାମ

ଉଦାହରଣ : ଝିଅମାନେ ମଧ୍ୟ ନିଜ ପିତାଙ୍କ ସମ୍ପତି ଉପରେ ଦାବି କରିପାରିବେ

किसी वस्तु पर अधिकार प्रकट करने का कार्य।

लड़कियाँ भी अपने पिता की सम्पत्ति पर दावा कर सकती हैं।
क्लेम, दावा

An assertion of a right (as to money or property).

His claim asked for damages.
claim