ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାହୁଡ଼ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାହୁଡ଼   ବିଶେଷ୍ୟ

ଅର୍ଥ : ସ୍ତ୍ରୀମାନେ ଗୋଡ଼ରେ ପିନ୍ଧୁଥିବା ଏକ ଗହଣା

ଉଦାହରଣ : ଜେଜେମା ରୂପା ପାହୁଡ଼ ପିନ୍ଧିଛନ୍ତି

स्त्रियों के पैर में पहनने का एक गहना।

दादी चाँदी का गोड़हरा पहनी हैं।
गोड़हरा

An ornament worn around the ankle.

ankle bracelet, anklet

ଅର୍ଥ : ଏକ ପ୍ରକାରର ଗହଣା

ଉଦାହରଣ : ପାହୁଡ଼ ପାଦରେ ପିନ୍ଧାଯାଏ

एक प्रकार का गहना।

जोड़ुआ पैरों में पहना जाता है।
जोड़ुआ

ଅର୍ଥ : ଗୋଡ଼ରେ ପିନ୍ଧୁଥିବା ଏକ ପୋଲା ଗହଣା

ଉଦାହରଣ : ଜେଜେମା ରୂପା ପାହୁଡ଼ ପିନ୍ଧିଛନ୍ତି

पैर में पहनने का एक गहना जो पोला होता है।

दादी चाँदी की पोलिया पहनती हैं।
पोलिया

ଅର୍ଥ : କଡ଼ାଭଳି ଗୋଡ଼ରେ ପିନ୍ଧାଯାଉଥିବା ଏକ ଗହଣା

ଉଦାହରଣ : ଜେଜେମା ପାହୁଡ଼ ପିନ୍ଧିଛନ୍ତି

कड़े की तरह का पैर में पहनने का एक गहना।

दादी पैंकड़ा पहनती हैं।
पैंकड़ा

An ornament worn around the ankle.

ankle bracelet, anklet