ଅର୍ଥ : ହାଇପରଟେକ୍ସ୍ଟ୍ ଟ୍ରାନସଫର୍ ପ୍ରୋଟୋକାଲ୍ ମାଧ୍ୟମରେ ଶବ୍ଦ ଏବଂ ଚିତ୍ରମୁଦ୍ରଣ ତଥା ଧ୍ବନି ଏବଂ ସଜୀବତା (ଏନିମେଶନ୍) ସଂସାଧନ ପ୍ରସ୍ତୁତ କରୁଥିବା ନେଟ୍ୱାର୍କ୍
ଉଦାହରଣ :
ୱେବରେ ପ୍ରତିଟି କ୍ଷେତ୍ରରେ ସଂବନ୍ଧିତ ଜ୍ଞାତବ୍ୟତଥ୍ୟ ସହଜରେ ସୁଲଭ ହୋଇଯାଏ
ସମକକ୍ଷ : ଡବ୍ଳୁଡବ୍ଳୁଡବ୍ଳୁ, ୱାର୍ଲଡ୍ ୱାଇଡ୍ ୱେବ୍