ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହ୍ରାସବୃଦ୍ଧି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହ୍ରାସବୃଦ୍ଧି   ବିଶେଷ୍ୟ

ଅର୍ଥ : ବଜାରରେ ବିକ୍ରି କମ ହେବା କ୍ରିୟା ବା ଅବସ୍ଥା

ଉଦାହରଣ : ସେୟାର ବଜାରରେ ହଠାତ ଦେଖାଯାଇଥିବା ହ୍ରାସବୃଦ୍ଧି ତାଙ୍କର ବହୁତ କ୍ଷତି କଲା

ସମକକ୍ଷ : କ୍ଷୟବୃଦ୍ଧି

बाज़ार में बिक्री कम होने की क्रिया या अवस्था।

शेयर बाज़ार में अचानक आई मंदी के कारण उसे बहुत नुकसान हुआ।
नरमी, नर्मी, मंदी, मन्दी

A long-term economic state characterized by unemployment and low prices and low levels of trade and investment.

depression, economic crisis, slump

ଅର୍ଥ : କମ୍‌ ବେଶି ହେବାର ଅବସ୍ଥା ବା ଭାବ

ଉଦାହରଣ : ବଜାରରେ ଆଜିକାଲି ସର୍ବଦା ଉତ୍‌ଥାନପତନ ଦେଖାଯାଉଛି

ସମକକ୍ଷ : ଉତ୍‌ଥାନପତନ, କମ୍‌ ବେଶି

कम ज्यादा होने की अवस्था या भाव।

बाज़ारों में आजकल काफ़ी उतार-चढ़ाव देखा जाता है।
उतार चढ़ाव, उतार-चढ़ाव, घटती बढ़ती, घटती-बढ़ती